A2Z सभी खबर सभी जिले कीUncategorizedअन्य खबरे

ପୋଲିସ୍ ଗୁଳି ବିନିମୟ ରେ ତିନି ଜଣ ମାଓବାଦୀ ନିହତ।

    ପୋଲିସ୍ ଗୁଳି ରେ ଟଳି ପଡ଼ିଲେ ତିନି ଟପ୍ କ୍ୟାଡ଼ର ର ମାଓବାଦୀ।Oplus_131072 : ଟପ୍ କ୍ୟାଡ଼ର ର ତିନି ମାଓବାଦୀ ପୁଲିସ ଗୁଳି ବିନିମୟ ରେ ନିହତ ହୋଇ ଥିବାର ଜଣାଯାଏ। ଟପ୍ ସେଣ୍ଟ୍ରାଲ କମିଟି ର ରବି ଓରଫ ଉଦୟ, ସେଣ୍ଟ୍ରାଲ କମିଟି ର ସଦସ୍ୟ ଅରୁଣା ଏବଂ ଅମିତ୍ ବର୍ ଡାର୍ ଭଳି ଟପ୍ ମାଓବାଦୀ ନିହତ ହୋଇ ଥିବାର ସୁଚନା ମିଳୁଛି।
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

Back to top button
error: Content is protected !!