A2Z सभी खबर सभी जिले की
Trending

ଲାଞ୍ଚ ନେଇ ଫସିଲେ ବାବୁ

ମାଫିଆଙ୍କଠାରୁ ଖୋଲମଖୁଲା ଲାଞ୍ଚ ନେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ । କାଠ ଗାଡ଼ି ଛାଡ଼ିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

Show More
Back to top button