A2Z सभी खबर सभी जिले कीUncategorizedअन्य खबरे

ପୋଲିସ ଗୁଳିରେ ଟଳି ପଡିଲେ ତିନି ଟପ୍ ମାଓବାଦୀ।

ଓଡ଼ିଶା:19/06 : ପୋଲିସ ଓ ମାଓବାଦୀ ଙ୍କ ଗୁଳି ବିନିମୟ ରେ ୩ ଜଣ ଟପ୍ କ୍ୟାଡ଼ର ର ମାଓବାଦୀ ନିହତ ହୋଇ ଛନ୍ତି। ସେମାନଙ୍କ ମୁଣ୍ଡ ପାଇଁ ଦେଢ଼ କୋଟି ରୁ ଊର୍ଧ ଟଙ୍କା ର ପୁରସ୍କାର ରାଶି ରହିଥିଲା। ମାଲକାନଗିରି ଜିଲ୍ଲା ର ସୀମାନ୍ତ ମରଗା ପଲ୍ଲୀ ଜଙ୍ଗଲ ରେ ଆନ୍ଧ୍ର ଗ୍ରେ ହାଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ରେ ସେଣ୍ଟ୍ରାଲ କମିଟି ମେମ୍ବର ଟପ୍ ତିନି ଲିଡର ମାଓବାଦୀ ରବି ଓରଫ ଉଦୟ, ଅରୁଣା, ଅମିତ୍ ବର୍ ଦର୍ ଭଳି ଟପ୍ ଲିଡର ନିହତ ହୋଇ ଥିବାର ସୁଚନା ମିଳୁଛି। ଅନେକ ମାଓ ବାଦି ଏବେ ବି ଜଙ୍ଗଲ ରେ ଲୁଚି ରହିଥିବା ସନ୍ଦେହ ରେ ଏବେ ବି ଗୁଳି ବିନିମୟ ଜାରି ରହି ଥିବା ବିଶ୍ଵସ୍ତ ସୁତ୍ର ରୁ ପ୍ରକାଶ।
Oplus_131072

Show More
Back to top button
error: Content is protected !!