ବନ୍ଧୁକ ଦେଖାଇ ଟଙ୍କା ଲୁଟ l

୩_ଲକ୍ଷ_ଝାମ୍ପିନେଲେ
-ଆସିକା: ୩ ଲକ୍ଷ ଟଙ୍କା ଝାମ୍ପିନେଲେ ମୁଖା ପିନ୍ଧା ୪ ଦୁର୍ବୃତ୍ତ
-କେ. ନୂଆପଲ୍ଲୀ ଛକ ନିକଟରୁ ବାଇକ୍‌ରେ ଆସି ଝାମ୍ପି ଚମ୍ପଟ୍‌ ମାରିଲେ
-ଗ୍ରୁପ୍‌ ଲୋନ୍‌ ଟଙ୍କା ଉଠାଇ ଫେରିଲା ବେଳେ ଲୁଟ୍‌ର ଶିକାର

Exit mobile version